• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 30th Sept 2022: ଏହି ରାଶିର ବ୍ୟକ୍ତି ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି

ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୩୦ ତାରିଖ ଶୁକ୍ରବାର, ତିଥି –୫ମୀ ରାତ୍ରି ୧୦/୩୫ ଗତେ ୬ଷ୍ଠୀ ଚନ୍ଦ୍ର   – ବିଛା ଅହୋରାତ୍ର ଘାତ ଚନ୍ଦ୍ର- ନାସ୍ତି ଘାତ ବାର – ବିଛା, ଧନୁ ଓ ମୀନ ପୁଷ୍କର ଦୋଷ – ନାସ୍ତି

Pisces

ମୀନ

Friday 30 Sep 2022

ପୂ , ଭାଦ୍ରପଦ - ଆଜି କୋର୍ଟ, କଚେରୀ ବିଷୟରେ ନ ପଡ଼ିବା ଭଲ 
ଉ , ଭଦ୍ରପଦ - କୌଣସି ବ୍ୟକ୍ତିଙ୍କ ଠାରୁ ସହାୟତା ନେଇ ପାରନ୍ତି 
ରେବତୀ – ଇଛା ନଥାଇ ମଧ୍ୟ ପରିସ୍ଥିତିରେ ପଡି ଖର୍ଚ୍ଚାନ୍ତ ହେବେ
ପ୍ରତିକାର – ବିଷ୍ଣୁଙ୍କ ପାଖରେ ତୁଳସୀ ଅର୍ପଣ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :