• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 2nd Dec 2022: ଏହି ରାଶିର ବ୍ୟକ୍ତି ଆଜି ଚାକିରି କ୍ଷେତ୍ରରେ ଉଚ୍ଚ ପଦପଦବୀ ପାଇପାରନ୍ତି

ସୈାର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୦୨ ତାରିଖ ଶୁକ୍ରବାର । ଚନ୍ଦ୍ର – ମୀନ ଅହୋରାତ୍ର, ତିଥି- ୯ମୀ ପ୍ରାତଃ ୦୬/୧୫ ଗତେ ୧୦ମୀ, ଘାତ ଚନ୍ଦ୍ର- ଧନୁ ଅହୋରାତ୍ର, ଘାତ ବାର – ବିଛା , ଧନୁ ଓ ମୀନ, ପୁଷ୍କର ଦୋଷ – ନାସ୍ତି

Scorpio

ବିଛା

Friday 02 Dec 2022

ବିଶାଖା – କୈାଣସି ଅଜଣା ବ୍ୟକ୍ତି ସାହାର୍ଯ୍ୟର ହାତ ବଢାଇବେ । ବ୍ୟବସାୟରେ ସର୍ତକତା ଅବଲମ୍ବନ କରିଲେ ଲାଭବାନ୍ ହେବେ ।

ଅନୁରାଧା – ପାରିବାରିକ ଜୀବନରେ ବନ୍ଧୁ ମିଳନ ଓ ଆନନ୍ଦ ଉତ୍ସବ ଲାଗି ରହିବ । ସାମାଜିକ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ଗଠନମୂଳକ କାର୍ଯ୍ୟରୁ ପ୍ରଂଶସିତ ହେବେ ।

ଜ୍ୟେଷ୍ଠା – ଅନ୍ୟ ମନସ୍କ ରହି ଯାତ୍ରା ସମୟରେ ଦୁର୍ଘଟଣାର ଶିକାର ହୋଇପାରନ୍ତି । ନୂଆ ଘର ବା ଜମି କିଣିବାରେ ଦିନଟି ଶୁଭ ରହିବ ।

ପ୍ରତିକାର – ନୃସିଂହଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ।

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :