• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 2nd Dec 2022: ଏହି ରାଶିର ବ୍ୟକ୍ତି ଆଜି ଚାକିରି କ୍ଷେତ୍ରରେ ଉଚ୍ଚ ପଦପଦବୀ ପାଇପାରନ୍ତି

ସୈାର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୦୨ ତାରିଖ ଶୁକ୍ରବାର । ଚନ୍ଦ୍ର – ମୀନ ଅହୋରାତ୍ର, ତିଥି- ୯ମୀ ପ୍ରାତଃ ୦୬/୧୫ ଗତେ ୧୦ମୀ, ଘାତ ଚନ୍ଦ୍ର- ଧନୁ ଅହୋରାତ୍ର, ଘାତ ବାର – ବିଛା , ଧନୁ ଓ ମୀନ, ପୁଷ୍କର ଦୋଷ – ନାସ୍ତି

Leo

ସିଂହ

Friday 02 Dec 2022

ମଘା – ମାନସିକ କ୍ଳାନ୍ତି ଅନୁଭବ କରିବେ । ପାରିବାରିକ ଜୀବନରେ ଅଶାନ୍ତି ଝଡର ଅବସାନ ଘଟିବ । ଚାକିରିରେ ଉଚ୍ଚ ପଦବୀ ପାଇ ପାରନ୍ତି ।

ପୂ , ଫାଲଗୁନୀ - ବ୍ୟବସାୟରେ ଲାଭ,କ୍ଷତି ସମାନ ରହିବ । ରାଜନୀତିରେ କୈାଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ହାତକୁ ନେବେ ।

ଉ ,ଫାଲଗୁନୀ – କରଜ ପରିଶୋଧ କରିବେ । ବିଦ୍ୟାର୍ଥୀ ମାନେ ପ୍ରତି ଯୋଗିତା ମୂଳକ ପରିକ୍ଷାରେ ସଫଳତା ଲାଭ କରିବେ ।

ପ୍ରତିକାର – ଶ୍ରୀ ମାତଙ୍ଗିଙ୍କ ଯନ୍ତ୍ର ମହାକବଚ ଧାରଣ କରନ୍ତୁ।

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :