• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 2nd Dec 2022: ଏହି ରାଶିର ବ୍ୟକ୍ତି ଆଜି ଚାକିରି କ୍ଷେତ୍ରରେ ଉଚ୍ଚ ପଦପଦବୀ ପାଇପାରନ୍ତି

ସୈାର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୦୨ ତାରିଖ ଶୁକ୍ରବାର । ଚନ୍ଦ୍ର – ମୀନ ଅହୋରାତ୍ର, ତିଥି- ୯ମୀ ପ୍ରାତଃ ୦୬/୧୫ ଗତେ ୧୦ମୀ, ଘାତ ଚନ୍ଦ୍ର- ଧନୁ ଅହୋରାତ୍ର, ଘାତ ବାର – ବିଛା , ଧନୁ ଓ ମୀନ, ପୁଷ୍କର ଦୋଷ – ନାସ୍ତି

Cancer

କର୍କଟ

Friday 02 Dec 2022

ପୁନର୍ବସୁ - ବାଲ୍ୟ ବନ୍ଧୁଙ୍କ ସହିତ ଭ୍ରମଣ ସୁଖପୂର୍ଣ୍ଣ ହେବ । ଦେହ ମନ ପ୍ରଫୁଲିତ ରହିବ । ବ୍ୟବସାୟରେ ନୂଆ ଗତି ଦେବାରେ ଚେଷ୍ଟା କରିବେ ।

ପୁଷ୍ୟା – ରାଜନୀତିରେ ମନ ଚାହୁଁଥିବା ପଦ ମିଳିପାରେ । ଚାକିରି କ୍ଷେତ୍ରରେ ଅସୁବିଧା ଦେଖାଦେଇ ପାରେ ବା ସହକର୍ମୀ ଆପଣଙ୍କୁ ହଇରାଣ କରିପାରନ୍ତି ।

ଅଶ୍ଳେଷା - ନୂତନ ଦ୍ରବ୍ୟ କ୍ରୟ କରିବାର ସୁଯୋଗ ଆସିବ । ଜମିବାଡି ସଂପର୍କୀୟ ବିବାଦରୁ ମୁକ୍ତି ପାଇବେ ।

ପ୍ରତିକାର – ମା ଭୁବନେଶୂରୀ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି।

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :