• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 2nd Dec 2022: ଏହି ରାଶିର ବ୍ୟକ୍ତି ଆଜି ଚାକିରି କ୍ଷେତ୍ରରେ ଉଚ୍ଚ ପଦପଦବୀ ପାଇପାରନ୍ତି

ସୈାର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୦୨ ତାରିଖ ଶୁକ୍ରବାର । ଚନ୍ଦ୍ର – ମୀନ ଅହୋରାତ୍ର, ତିଥି- ୯ମୀ ପ୍ରାତଃ ୦୬/୧୫ ଗତେ ୧୦ମୀ, ଘାତ ଚନ୍ଦ୍ର- ଧନୁ ଅହୋରାତ୍ର, ଘାତ ବାର – ବିଛା , ଧନୁ ଓ ମୀନ, ପୁଷ୍କର ଦୋଷ – ନାସ୍ତି

Gemini

ମିଥୁନ

Friday 02 Dec 2022

ମୃଗଶିରା - ବାପା,ମାଙ୍କ ଆର୍ଶିବାଦ ଲକ୍ଷ୍ୟସ୍ଥଳ ଯିବା ପାଇଁ ସାହାର୍ଯ୍ୟ କରିବ । ଶାରିରିକ ଅସୁସ୍ଥତାର ଉପଶମ ମିଳିବ । ବ୍ୟବସାୟରେ ବହୁ ପରିଶ୍ରମ ସତ୍ୱେ ଅଳ୍ପ ଲାଭ ମିଳିବ ।

ଆଦ୍ରା - ଚାକିରି କ୍ଷେତ୍ରରେ ନିଜର ତୀକ୍ଷ୍ମ ବୁଦ୍ଧିମତାର ପରିଚୟ ଦେବେ । ଛାତ୍ରଛାତ୍ରୀ ଲେଖାପଢା ବ୍ୟତିତ ଖେଳକୁଦରେ ମନ ଦେବେ ।

ପୁନର୍ବସୁ - ସାମାଜିକ ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ ନଚେତ ହଇରାଣରେ ପଡିବେ । ମାଲିମକନ୍ଦମାରେ ସାମନ୍ୟ ସଫଳତା ମିଳିବ ।

ପ୍ରତିକାର – ମା ତ୍ରିପୁରା ସୁନ୍ଦରୀଙ୍କ ମନ୍ତ୍ର ପାଠ କରନ୍ତୁ।

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :