• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 2nd Dec 2022: ଏହି ରାଶିର ବ୍ୟକ୍ତି ଆଜି ଚାକିରି କ୍ଷେତ୍ରରେ ଉଚ୍ଚ ପଦପଦବୀ ପାଇପାରନ୍ତି

ସୈାର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୦୨ ତାରିଖ ଶୁକ୍ରବାର । ଚନ୍ଦ୍ର – ମୀନ ଅହୋରାତ୍ର, ତିଥି- ୯ମୀ ପ୍ରାତଃ ୦୬/୧୫ ଗତେ ୧୦ମୀ, ଘାତ ଚନ୍ଦ୍ର- ଧନୁ ଅହୋରାତ୍ର, ଘାତ ବାର – ବିଛା , ଧନୁ ଓ ମୀନ, ପୁଷ୍କର ଦୋଷ – ନାସ୍ତି

Pisces

ମୀନ

Friday 02 Dec 2022

ପୂ , ଭାଦ୍ରପଦ - କୈାଣସି ସପଂର୍କୀୟ ଆପଣଙ୍କୁ ଧାର ମାଗିପାରନ୍ତି । ଖର୍ଚ୍ଛ ହ୍ରାସ ପାଇଁ ଚେଷ୍ଟା କରନ୍ତୁ ନଚେତ ଅସୁବିଧାରେ ପଡିବେ।

ଉ , ଭଦ୍ରପଦ - ବୈଜ୍ଞାନିକଙ୍କୁ କୈାଣସି ବଡ ସଫଳତା ମିଳିବ । କାର୍ଯ୍ୟକ୍ଷେତ୍ରରେ ମନ ପ୍ରାଣ ଢାଳି କାମ କରିବେ । ଅଫିସରେ ସମସ୍ତଙ୍କ ସହିତ ଭଲ ସପଂର୍କ ରହିବ।

ରେବତୀ – ରାଜନୀତିରେ ନିଜକୁ ସୁରକ୍ଷିତ ରଖିପାରିବେ । ବ୍ୟବସାୟ ,ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ ।

ପ୍ରତିକାର – ସକାଳୁ ଉଠି ଗୁରୁଜନ ମାନଙ୍କୁ ପ୍ରଣାମ କରନ୍ତୁ।

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :