• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 2nd Dec 2022: ଏହି ରାଶିର ବ୍ୟକ୍ତି ଆଜି ଚାକିରି କ୍ଷେତ୍ରରେ ଉଚ୍ଚ ପଦପଦବୀ ପାଇପାରନ୍ତି

ସୈାର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୦୨ ତାରିଖ ଶୁକ୍ରବାର । ଚନ୍ଦ୍ର – ମୀନ ଅହୋରାତ୍ର, ତିଥି- ୯ମୀ ପ୍ରାତଃ ୦୬/୧୫ ଗତେ ୧୦ମୀ, ଘାତ ଚନ୍ଦ୍ର- ଧନୁ ଅହୋରାତ୍ର, ଘାତ ବାର – ବିଛା , ଧନୁ ଓ ମୀନ, ପୁଷ୍କର ଦୋଷ – ନାସ୍ତି

Aquarius

କୁମ୍ଭ

Friday 02 Dec 2022

ଧନିଷ୍ଠା – ସାବଧାନ ରୁହନ୍ତୁ ସଡକ ଦୁର୍ଘଟଣା ହୋଇପାରେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । କାରବାର ବୃଦ୍ଧି ଲାଗି ଭଲ ପରାମର୍ଶ ମିଳିବ।

ଶତଭିଷା – ଛାତ୍ରୀଙ୍କ କ୍ୟାରିଅରେ ନୂଆ ମୋଡ ଆସିପାରେ । ପରିସ୍ଥିତି ବଶତଃ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବାରୁ ମାନସିକ କ୍ଳାନ୍ତି ଅନୁଭବ କରିବେ।

ପୂ , ଭାଦ୍ରପଦ – ରାଜନୀତିରେ ଚାପରେ ଗତିକରିବେ । ଜମିଜମାକୁ ନେଇ ଗଣ୍ଡେଗୋଳ ସୃଷ୍ଟି ହୋଇପାରେ।

ପ୍ରତିକାର – ଦକ୍ଷିଣ କାଳିଙ୍କ ମହାକବଚ ଧାରଣ କରନ୍ତୁ।

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :