• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 28th October 2023: ନିଯୁକ୍ତି କ୍ଷେତ୍ରରେ ସଫଳତା ହାସଲ କରିପାରିବେ, କର୍ମକ୍ଷେତ୍ରରେ ସରକାରୀ ସ୍ତରରେ ସମ୍ମାନିତ ହେବେ...

ସୈାର  ତୁଳା ମାସ  ଆଶ୍ୱିନ ଶୁକ୍ଳପକ୍ଷ। ଇଂରାଜୀରେ ୨୮ ତାରିଖ, ଶନିବାର ଚନ୍ଦ୍ର-  ମୀନ ପ୍ରାତଃ ୦୭.୩୧ ଗତେ ମେଷ ତିଥି – ପୂର୍ଣ୍ଣିମା ରାତ୍ରି ୦୧.୫୩ ଗତେ ପ୍ରତିପଦ ଘାତ ଚନ୍ଦ୍ର-  ଧନୁ ରାଶିର, ପ୍ରାତଃ ୦୭.୩୧ ଗତେ ମେଷ ରାଶିର ଘାତ ବାର – ବୃଷ, ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ – ୧ ପାଦ - କୃଷିହାନି – ଭୂମି ଦାନ

Virgo

କନ୍ୟା

Saturday 28 Oct 2023

ଉ- ଫାଲ୍‌ଗୁନୀ- ଶାରୀରିକ ଅସୁସ୍ଥତା ଓ ଧନ ବ୍ୟୟର ସୂଚନା ମିଳିବ ।  ପିଲାମାନେ ମଧ୍ୟମ ଧରଣର ଫଳ ପାଇବେ । କାମରେ ଭଲ  ପ୍ରଦର୍ଶନ ପାଇଁ କିଛି ନୂଆ କରିବେ
ହସ୍ତା- ସଭାସମିତି କ୍ଷେତ୍ରରେ ପ୍ରଶଂସିତ ହେବେ । ପରିବହନ କ୍ଷେତ୍ରରେ ଆଶା ଠାରୁ ଅଧିକ ଫଳ ପାଇବ । ବିଦ୍ୟାର୍ଥୀମାନେ ଉଚ୍ଚ ଶିକ୍ଷା ଲାଭ କରିବେ ।
ଚିତ୍ରା- ଅଦାଲତରେ ସଫଳତା ହାସଲ କରି ଆନନ୍ଦ ଅନୁଭବ କରିବେ । ମହିଳାମାନେ ସୁସ୍ୱାଦ ଭୋଜନ କରିବେ । ନିଯୁକ୍ତି କ୍ଷେତ୍ରରେ ସଫଳତା ହାସଲ କରିପାରିବେ

ପ୍ରତିକାର – ମିଠା ଖାଇ ଘରୁ ବାହରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :