Daily Horoscope 28th March 2023: ଆଜି ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଶୁଭ, ଚାକିରି କ୍ଷେତ୍ରରୁ ମିଳିପାରେ ଖୁସି ଖବର
/odishatv-khabar/media/media_files/uploadimage/library/16_9/16_9_0/IMAGE_1679976042-198304.jpg)
ସୌର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୨୮ ତାରିଖ, ମଙ୍ଗଳବାର, ଚନ୍ଦ୍ର – ମିଥୁନ ଅହୋରାତ୍ର,ତିଥି – ୭ମୀ ସନ୍ଧ୍ୟା ୦୭.୦୨ ଗତେ ୮ମୀ, ଘାତ ଚନ୍ଦ୍ର – କନ୍ୟା ଅହୋରାତ୍ର, ଘାତ ବାର - ମକର, ପୁଷ୍କର ଦୋଷ – ୨ପାଦ- କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ ସନ୍ଧ୍ୟା ୦୭.୦୨ ଗତେ ୧ ପାଦ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
