Advertisment

Daily Horoscope 26th Oct 2022: ଏହି ରାଶିର ଲୋକଙ୍କ ସହ ନିଜ ଲୋକ ବିଶ୍ୱାସଘାତ କରିପାରନ୍ତି !

author-image
Prangyan Parimita
Daily Horoscope 26th Oct 2022:  ଏହି ରାଶିର ଲୋକଙ୍କ ସହ ନିଜ ଲୋକ ବିଶ୍ୱାସଘାତ କରିପାରନ୍ତି !
ସୌର ତୁଳା ମାସ କାର୍ତିକ ଶୁକ୍ଲପକ୍ଷ । ଇଂରାଜୀରେ ୨୬ ତାରିଖ ବୁଧବାର । ଚନ୍ଦ୍ର – ତୁଳା ଅହୋରାତ୍ର, ତିଥି- ପ୍ରତିପଦ ଦିବା ୦୨/୪୨ ଗତେ ୨ୟା , ଘାତ ଚନ୍ଦ୍ର- ନାସ୍ତି , ଘାତ ବାର – କର୍କଟ ରାଶିର, ପୁଷ୍କର ଦୋଷ –ଦିବା ୦୧/୨୩ ଗତେ ୧ ପାଦ କୁଟୁମ୍ଭହାନି- ତିଳକାଞନ ଦାନ