• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 26th February 2023: କୌଣସି ଖବର ପାଇ ଆଜି ଏହି ରାଶିର ବ୍ୟକ୍ତି ଚିନ୍ତାରେ ପଡ଼ିପାରନ୍ତି...

ସୌର କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୨୬ ତାରିଖ, ରବିବାର, ଚନ୍ଦ୍ର – ମେଷ ଦିବା ୧୦.୧୫ ଗତେ ବୃଷ, ତିଥି – ୭ମୀ ରାତ୍ରି ୧୨.୫୯ ଗତେ ୮ମୀ, ଘାତ ଚନ୍ଦ୍ର – ମେଷ ଦିବା ୧୦.୧୫ ଗତେ ବିଛା, ଘାତ ବାର- ମେଷ, ପୁଷ୍କର ଦୋଷ – ୩ ପାଦ - କୃଷି, ପଶୁ ଓ ବଂଶହାନି- ଭୂମି, ଅନ୍ନ ଓ ତିଳକାଞନ ଦାନ ରାତ୍ରି ୧୨.୫୯ ଗତେ ୨ ପାଦ

Pisces

ମୀନ

Sunday 26 Feb 2023

ପୂ, ଭାଦ୍ରପଦ- ଦାମ୍ପତ୍ୟ ଜୀବନରେ ପତିପତ୍ନୀଙ୍କ ମଧ୍ୟରେ ଥିବା ତିକ୍ତତା ଦୂରୀଭୂତ ହୋଇଯିବ ଓ ପ୍ରୀତି ବୃଦ୍ଧି ହେବ । କୌଣସି ନୂତନ ଯୋଜନାର ଶୁଭାରମ୍ଭ ହୋଇପାରେ । ଅଜଥା ଦ୍ରବ୍ୟ କ୍ରୟରେ ଅଧିକ ଅର୍ଥ ଖର୍ଚ୍ଚ କରିପାରନ୍ତି ।
ଉ, ଭାଦ୍ରପଦ- କୌଣସି ଧାର୍ମିକ ଅନୁଷ୍ଠାନରେ କିଛି ଦାୟିତ୍ୱ ବହନ କରିବାକୁ ପଡିପାରେ । ମହିଳାମାନେ ଅଧିକ ପରିଶ୍ରମ କରିବେ । ଛାତ୍ରଛାତ୍ରୀମାନେ ଶୃଙ୍ଖଳିତ ରହିବା ସହିତ  ବିକାଶ ଦିଗରେ ଅଗ୍ରଗତି କରିବେ ।
ରେବତୀ- ରାଜନୀତିରେ ନିଜର ସଙ୍ଗଠନିକ ଦକ୍ଷତା, ଯୋଗ୍ୟତା ଅନୁସାରେ ପଦବୀ ମିଳିପାରେ ।  କିଛି ନୂଆ କରିବାର ଇଚ୍ଛା ଆପଣଙ୍କ ମନରେ ରହିବ ।

ପ୍ରତିକାର- ଗୋମାତାଙ୍କୁ ଗୁଡ,ବୁଟ, ପାଚୀଲା କନ୍ଦଳୀ ଖାଇବାକୁ ଦିଅନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :