Daily Horoscope 25th October 2023: କର୍ମକ୍ଷେତ୍ରରେ ସଫଳତା ପାଇଁ ପରାମର୍ଶ ମିଳିବ, ବ୍ୟବସାୟରେ ଧନ ଲାଭର ସୁଯୋଗ ଆସିବ...
/odishatv-khabar/media/media_files/uploadimage/library/16_9/16_9_0/IMAGE_1698202883-954725.jpg)
ସୈାର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ। ଇଂରାଜୀରେ ୨୫ ତାରିଖ, ବୁଧବାର ଚନ୍ଦ୍ର- କୁମ୍ଭ ଅହୋରାତ୍ର ତିଥି – ୧୧ଶୀ ଦିବା ୧୨.୩୨ ଗତେ ୧୨ଶୀ ଘାତ ଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ରଘାତ ବାର – କର୍କଟ ରାଶିର ପୁଷ୍କର ଦୋଷ – ଦିବା ୧୨.୩୨ ଗତେ ୧ ପାଦ - ପଶୁସମ୍ପଦ ନାଶ – ଅନ୍ନ ଦାନ ଦିବା ୦୧.୨୯ ଗତେ ୨ ପାଦ - ପଶୁ ଓ ବଂଶ ହାନି - ଅନ୍ନ ଓ ତିଳକାଞ୍ଚନ ଦାନ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
