• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 24th Nov 2023: ଚାକିରିରେ ଯୋଗ୍ୟତା ଅନୁସାରେ କୌଣସି ଉଚ୍ଚ ପଦବୀ ମିଳିପାରେ..

ସୌର ବିଛା ମାସ  କାର୍ତ୍ତିିକ ଶୁକ୍ଳପକ୍ଷ । ଇଂରାଜୀରେ ୨୪ ତାରିଖ, ଶୁକ୍ରବାର ଚନ୍ଦ୍ର-  ମୀନ ଦିବା ୦୪.୦୦ ଗତେ ମେଷ ତିଥି-  ୧୨ଶୀ  ସନ୍ଧ୍ୟା  ୦୭.୦୭ ଗତେ ୧୩ଶୀ ଘାତଚନ୍ଦ୍ର-  ଧନୁ ରାଶିର, ଦିବା ୦୪.୦୦ ଗତେ ମେଷ ରାଶିର ଘାତବାର-  ବିଛା, ଧନୁ ଓ ମୀନ ରାଶିର ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ସନ୍ଧ୍ୟା  ୦୭.୦୭ ପର୍ଯ୍ୟନ୍ତ

Sagittarius

ଧନୁ

Friday 24 Nov 2023

ମୂଳା- ସୁସ୍ଥ ମାନସିକତା ରକ୍ଷା କରିବେ । ଭାଇଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇ ଚିନ୍ତା ମୁକ୍ତ ରହିବେ । ବ୍ୟବସାୟ କ୍ଷେତ୍ରରେ ଆଶାତୀତ ଲାଭ ପାଇବେ । ବିଦେଶୀ ବନ୍ଧୁଙ୍କ ଦ୍ୱାରା ଅଧିକ ଉପକୃତ ହେବେ 
ପୂ,ଷାଢା- କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡିପାରେ । ରାଜନୀତି କରିବାରେ ଆଗ୍ରହ ପ୍ରକାଶ ପାଇବ । ଶତ୍ରୁଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି ।
ଉ,ଷାଢା- ଚାକିରି କ୍ଷେତ୍ରରେ ମହିଳା ମାନେ ମନୋନୀତ ସ୍ଥାନକୁ ସ୍ଥାନାନ୍ତରିତ ହୋଇପାରନ୍ତି । ରାଜନୀତିରେ ନୂତନ କାର୍ଯ୍ୟରେ ଆଗ୍ରହ ପ୍ରକାଶ କରିବେ ଓ ଲୋକ ମାନଙ୍କ ପାଖରେ ପ୍ରିୟ ହୋଇପାରିବେ ।

ପ୍ରତିକାର – ମା ତାରାଙ୍କ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :