• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 24th May 2023: ଏହି ରାଶିର ବ୍ୟକ୍ତି ଆଜି ସାବଧାନ ରୁହନ୍ତୁ, ଦୁର୍ଘଟଣାର ଭୟ ରହିଛି

ସୌର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୨୪ ତାରିଖ ବୁଧବାର, ଚନ୍ଦ୍ର – ମିଥୁନ ଦିବା ୦୮.୨୭ ଗତେ କର୍କଟ, ତିଥି – ୫ମୀ ରାତ୍ରି ୦୩.୦୧ ଗତେ ୬ଷ୍ଠୀ, ଘାତ ଚନ୍ଦ୍ର – କନ୍ୟା ଦିବା ୦୮.୨୭ ପର୍ଯ୍ୟନ୍ତ, ଘାତ ବାର – କର୍କଟ, ପୁଷ୍କର ଦୋଷ – ୧ ପାଦ -କୁଟୁମ୍ଭ ହାନି- ତିଳକାଞନ ଦାନ ଦିବା ୦୩.୦୬ ପର୍ଯ୍ୟନ୍ତ

Scorpio

ବିଛା

Wednesday 24 May 2023

ବିଶାଖା- ପୁରୁଣା ରୋଗରୁ ଆରୋଗ୍ୟ ଲାଭ କରିବେ । ବନ୍ଧୁଙ୍କ ସହ କଥାବାର୍ତ୍ତାରେ ଭଲ ପରାମର୍ଶ ପାଇବେ । ଦାମ୍ପତ୍ୟ ଜୀବନ ସଜାଡିବା ପାଇଁ ଜୀବନସାଥୀଙ୍କ ସହ କଥା ହେବେ । ଖଣିଜ , ଧାତବ ଦ୍ରବ୍ୟ ,ଖାଦ୍ୟଦ୍ରବ୍ୟାଦି ବ୍ୟବସାୟରୁ ଲାଭ ମିଳିବ
ଅନୁରାଧା- ଦକ୍ଷତା ପାଇଁ ପ୍ରଂଶସିତ ହେଲେ ମଧ୍ୟ ପଦୋନ୍ନତି ମିଳି ନପାରେ । ସାମାଜିକ ଗଣମାଧ୍ୟମରେ ଦୀର୍ଘଦୀନ ଧରି ରହିବେ । ସରକାରୀ ଚାକିରିଆଙ୍କୁ ଭଲ କାମ ପାଇଁ ପ୍ରୋତ୍ସାହନ ମିଳିବ
ଜ୍ୟୋଷ୍ଠା- ବିଦ୍ୟାର୍ଥୀ  କୈାଣସି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଫର୍ମ ଭରିବେ । ମହିଳାମାନଙ୍କର ଜୀବନ ସୁଖ ସନ୍ତୋଷରେ କଟିବ । ରାଜନୀତିଜ୍ଞ ମାନେ ବାସ୍ତବତା ହୃଦୟଙ୍ଗମ କରି ଦରିଦ୍ର ଜନତାଙ୍କ ସେବା କରିବେ

ପ୍ରତିକାର – ନୃସିଂହଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :