Daily Horoscope 22nd Sept 2022: ଏହି ରାଶିର ବ୍ୟକ୍ତି ଆଜି କୌଣସି ବିପଦର ସମ୍ମୁଖୀନ ହୋଇପାରନ୍ତି

ସୈାର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ଗୁରୁବାର। ତିଥି – ୧୨ ଶୀ ରାତ୍ରି ୦୧/୧୭ ଗତେ ୧୩ଶୀ ଚନ୍ଦ୍ର   – କର୍କଟ ରାତ୍ରି ୦୨/୦୨ ଗତେ ସିଂହ ଘାତ ଚନ୍ଦ୍ର- ରାତ୍ରି ୦୨/୦୨ ଗତେ କର୍କଟ ଓ ମକର ଘାତ ବାର – ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ –  ୧ ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ ରାତ୍ରି ୦୧/୧୭ ପର୍ଯ୍ୟନ୍ତ

Aries

ମେଷ

Thursday 22 Sep 2022

ଅଶ୍ୱନୀ – ବ୍ୟବସାୟରେ ଲାଗିଥିବା ଅଚଳାବସ୍ଥା  ଧିରେ ଧିରେ ଦୂର ହେବ
ଦ୍ୱିଜା – କଳା, ସାହିତ୍ୟ, ଗବେଷଣା କ୍ଷେତ୍ରରେ ଖୁସି ରହିବେ
କୃତିକା – ରାଜନୀତିରେ ପ୍ରତିହତ କରି ନିଜକୁ ସୁରକ୍ଷିତ ରଖିପାରିବେ
ପ୍ରତିକାର -  ସୂର୍ଯ୍ୟ ଦେବତାଙ୍କୁ ମନ୍ଦାର ଫୁଲ ଅର୍ପଣ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :