• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 22nd Sept 2022: ଏହି ରାଶିର ବ୍ୟକ୍ତି ଆଜି କୌଣସି ବିପଦର ସମ୍ମୁଖୀନ ହୋଇପାରନ୍ତି

ସୈାର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ଗୁରୁବାର। ତିଥି – ୧୨ ଶୀ ରାତ୍ରି ୦୧/୧୭ ଗତେ ୧୩ଶୀ ଚନ୍ଦ୍ର   – କର୍କଟ ରାତ୍ରି ୦୨/୦୨ ଗତେ ସିଂହ ଘାତ ଚନ୍ଦ୍ର- ରାତ୍ରି ୦୨/୦୨ ଗତେ କର୍କଟ ଓ ମକର ଘାତ ବାର – ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ –  ୧ ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ ରାତ୍ରି ୦୧/୧୭ ପର୍ଯ୍ୟନ୍ତ

Capricorn

ମକର

Thursday 22 Sep 2022

ଉ , ଷାଢା -  ଆଶା ପୂରଣ ଦିଗରେ ବନ୍ଧୁମାନଙ୍କ ସହ ପରାମର୍ଶ କରିଲେ ଅବଶ୍ୟ ଭଲ ହେବ
ଶ୍ରବଣା – ସ୍ୱାସ୍ଥ୍ୟ ପ୍ରାୟତଃ ଭଲ ରହିବ। ପୁରାତନ ରୋଗରୁ ଉପଶମ ମିଳିବ
ଧନିଷ୍ଠା – ପିଲାମାନେ ପାଠ ପଢାରେ ଅଗ୍ରସର ହୋଇ ପାରନ୍ତି
ପ୍ରତିକାର – ଶନିଦେବଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :