• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 22nd Sept 2022: ଏହି ରାଶିର ବ୍ୟକ୍ତି ଆଜି କୌଣସି ବିପଦର ସମ୍ମୁଖୀନ ହୋଇପାରନ୍ତି

ସୈାର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ଗୁରୁବାର। ତିଥି – ୧୨ ଶୀ ରାତ୍ରି ୦୧/୧୭ ଗତେ ୧୩ଶୀ ଚନ୍ଦ୍ର   – କର୍କଟ ରାତ୍ରି ୦୨/୦୨ ଗତେ ସିଂହ ଘାତ ଚନ୍ଦ୍ର- ରାତ୍ରି ୦୨/୦୨ ଗତେ କର୍କଟ ଓ ମକର ଘାତ ବାର – ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ –  ୧ ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ ରାତ୍ରି ୦୧/୧୭ ପର୍ଯ୍ୟନ୍ତ

Libra

ତୁଳା

Thursday 22 Sep 2022

ଚିତ୍ରା – ଗୃହିଣୀମାନଙ୍କ  ଦିନଟି ମିଶ୍ରିତ ରହିବ
ସ୍ୱାତୀ – ଦୂର ଯାତ୍ରାରେ ଲକ୍ଷଣ ପୂରଣ କରିପାରନ୍ତି
ବିଶାଖା –ଆଜି ଆପଣଙ୍କ ଲକ୍ଷ୍ୟ ପୂରଣ ହୋଇପାରେ
ପ୍ରତିକାର – ଶ୍ରୀ ଭାର୍ଗବୀଙ୍କ ଫଟୋକୁ ପୂଜା କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :