• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 22nd Sept 2022: ଏହି ରାଶିର ବ୍ୟକ୍ତି ଆଜି କୌଣସି ବିପଦର ସମ୍ମୁଖୀନ ହୋଇପାରନ୍ତି

ସୈାର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ଗୁରୁବାର। ତିଥି – ୧୨ ଶୀ ରାତ୍ରି ୦୧/୧୭ ଗତେ ୧୩ଶୀ ଚନ୍ଦ୍ର   – କର୍କଟ ରାତ୍ରି ୦୨/୦୨ ଗତେ ସିଂହ ଘାତ ଚନ୍ଦ୍ର- ରାତ୍ରି ୦୨/୦୨ ଗତେ କର୍କଟ ଓ ମକର ଘାତ ବାର – ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ –  ୧ ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ ରାତ୍ରି ୦୧/୧୭ ପର୍ଯ୍ୟନ୍ତ

Virgo

କନ୍ୟା

Thursday 22 Sep 2022

ଉ , ଫାଲଗୁନୀ – ଆପଣଙ୍କର ବିଦେଶ ଭ୍ରମଣ ଯୋଗ ରହିଛି
ହସ୍ତା – ମନରେ ଭକ୍ତି ଭାବନା ଜାଗ୍ରତ ରହିବ 
ଚିତ୍ରା – ନିଜର ମନ ଅନୁଯାୟୀ କର୍ମ କ୍ଷେତ୍ରରେ ସ୍ୱାଧୀନତା ପାଇପାରନ୍ତି
ପ୍ରତିକାର -   ବୁଧଙ୍କର ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :