• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 22nd Sept 2022: ଏହି ରାଶିର ବ୍ୟକ୍ତି ଆଜି କୌଣସି ବିପଦର ସମ୍ମୁଖୀନ ହୋଇପାରନ୍ତି

ସୈାର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ଗୁରୁବାର। ତିଥି – ୧୨ ଶୀ ରାତ୍ରି ୦୧/୧୭ ଗତେ ୧୩ଶୀ ଚନ୍ଦ୍ର   – କର୍କଟ ରାତ୍ରି ୦୨/୦୨ ଗତେ ସିଂହ ଘାତ ଚନ୍ଦ୍ର- ରାତ୍ରି ୦୨/୦୨ ଗତେ କର୍କଟ ଓ ମକର ଘାତ ବାର – ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ –  ୧ ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ ରାତ୍ରି ୦୧/୧୭ ପର୍ଯ୍ୟନ୍ତ

Pisces

ମୀନ

Thursday 22 Sep 2022

ପୂ , ଭାଦ୍ରପଦ - ଆପଣ ଅଜ୍ଞାତ ବିପଦର ସମ୍ମୁଖୀନ ହୋଇପାରନ୍ତି 
ଉ , ଭଦ୍ରପଦ - ପ୍ରେମ କ୍ଷେତ୍ରରେ ଯେତେ  ଚେଷ୍ଟା କରିଲେ ମଧ୍ୟ ବିଶ୍ୱାସୀ ହୋଇପାରିବେ ନାହିଁ 
ରେବତୀ – କୌଣସି କାର୍ଯ୍ୟକୁ ନେଇ ଚିନ୍ତିତ ରହିବେ
ପ୍ରତିକାର –ଅଶ୍ୱତଥ୍ ଗଛ ମୂଳରେ ଘିଅ ବତୀ ଜଳାନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :