Daily Horoscope 20th Sept 2022: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..
/odishatv-khabar/media/media_files/uploadimage/library/16_9/16_9_0/IMAGE_1663555394-227740.jpg)
ସୈାର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ମଙ୍ଗଳବାର । ତିଥି – ୧୦ ମୀ ରାତ୍ରି ୦୯/୨୬ ଗତେ ୧୧ଶୀ, ଚନ୍ଦ୍ର – ମିଥୁନ ଦିବା ୦୨/୨୩ ଗତେ କର୍କଟ, ଘାତ ଚନ୍ଦ୍ର- କନ୍ୟା ରାଶିର ଦିବା ୦୨/୨୩ ପର୍ଯ୍ୟନ୍ତ, ଘାତ ବାର – ମକର ରାଶିର, ପୁଷ୍କର ଦୋଷ – ୨ ପାଦ କୃଷି ଓ ବଂଶହାନି- ଭୂମି ଓ ତିଳକାଞନ ଦାନ ରାତ୍ରି ୦୯/୦୬ ଗତେ ୧ ପାଦ- କୃଷିହାନି- ଭୂମିଦାନ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
