Daily Horoscope 19th September 2022: ଏହି ରାଶିର ବ୍ୟକ୍ତି ଆଜି ପାରିବାରିକ ଅଶାନ୍ତି ଭୋଗିବେ !

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ସୋମବାର । ତିଥି – ୯ମୀ ସନ୍ଧ୍ୟା ୦୭/୦୨ ଗତେ ୧୦ ମୀ, ଚନ୍ଦ୍ର – ମିଥୁନ ଅହୋରାତ୍ର, ଘାତ ଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର, ଘାତ ବାର – ମିଥୁନ ରାଶିର, ପୁଷ୍କର ଦୋଷ – ସନ୍ଧ୍ୟା ୦୬/୧୦ ଗତେ ୧ ପାଦ - କୁଟୁମ୍ଭହାନି- ତିଳକାଞନ ଦାନ

Aries

ମେଷ

Monday 19 Sep 2022

ଅଶ୍ୱନୀ – ସ୍ଥିର ମନରେ ସବୁ ସମସ୍ୟାର ସରଳ ସମାଧାନ କରିପାରିବେ

ଦ୍ୱିଜା –ଅନ୍ୟ ମାନଙ୍କ ସହଯୋଗ ପାଇ ଉପକୃତ ହେବେ

କୃତିକା – ବ୍ୟବସାୟ ,ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ

 ପ୍ରତିକାର - ଗୋ ମାତାଙ୍କୁ ଖାଇବାକୁ ଦିଅନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :