• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 19th September 2022: ଏହି ରାଶିର ବ୍ୟକ୍ତି ଆଜି ପାରିବାରିକ ଅଶାନ୍ତି ଭୋଗିବେ !

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ସୋମବାର । ତିଥି – ୯ମୀ ସନ୍ଧ୍ୟା ୦୭/୦୨ ଗତେ ୧୦ ମୀ, ଚନ୍ଦ୍ର – ମିଥୁନ ଅହୋରାତ୍ର, ଘାତ ଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର, ଘାତ ବାର – ମିଥୁନ ରାଶିର, ପୁଷ୍କର ଦୋଷ – ସନ୍ଧ୍ୟା ୦୬/୧୦ ଗତେ ୧ ପାଦ - କୁଟୁମ୍ଭହାନି- ତିଳକାଞନ ଦାନ

Leo

ସିଂହ

Monday 19 Sep 2022

 ମଘା – ସାଂସାରିକ ଦ୍ରବ୍ୟାଦି ଲାଭ କରିବାରେ ସୁଯୋଗ ପାଇବେ

ପୂ , ଫାଲଗୁନୀ - ନୂତନ ଯୋଜନା ଆରମ୍ଭ କରିବା ସକାଶେ ମନ ବଳାଇବେ

ଉ ,ଫାଲଗୁନୀ – ଛାତ୍ର ଛାତ୍ରୀ ମାନେ ଗଠନ ମୂଳକାର୍ଯ୍ୟରୁ ପ୍ରଶଂସିତ ହୋଇପାରନ୍ତି

ପ୍ରତିକାର – ବିଷ୍ଣୁଙ୍କୁ ଲାଲ ମନ୍ଦାର ଦେଇ ଦିନଟି ଆରମ୍ଭ କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :