• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 19th September 2022: ଏହି ରାଶିର ବ୍ୟକ୍ତି ଆଜି ପାରିବାରିକ ଅଶାନ୍ତି ଭୋଗିବେ !

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ସୋମବାର । ତିଥି – ୯ମୀ ସନ୍ଧ୍ୟା ୦୭/୦୨ ଗତେ ୧୦ ମୀ, ଚନ୍ଦ୍ର – ମିଥୁନ ଅହୋରାତ୍ର, ଘାତ ଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର, ଘାତ ବାର – ମିଥୁନ ରାଶିର, ପୁଷ୍କର ଦୋଷ – ସନ୍ଧ୍ୟା ୦୬/୧୦ ଗତେ ୧ ପାଦ - କୁଟୁମ୍ଭହାନି- ତିଳକାଞନ ଦାନ

Gemini

ମିଥୁନ

Monday 19 Sep 2022

ମୃଗଶିରା -ନୂଆ ଘର ବା ଜମି କିଣିବାରେ ଦିନଟି ଶୁଭ ରହିବ

ଆଦ୍ରା - ସୁଖଦ ସମ୍ବାଦ ମିଳିବାର ସମ୍ଭାବନା ଆସିପାରେ

ପୁନର୍ବସୁ - ଯାତ୍ରା ସମୟରେ କୌଣସି ମହିଳାଙ୍କ ଦ୍ୱାରା ଉପକୃତ ହୋଇ ପାରନ୍ତି

ପ୍ରତିକାର – ସକାଳୁ ଛୋଟ ପିଲାଙ୍କୁ କିଛି ପିଜୁଳି ଖାଇବାକୁ ଦିଅନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :