• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 19th September 2022: ଏହି ରାଶିର ବ୍ୟକ୍ତି ଆଜି ପାରିବାରିକ ଅଶାନ୍ତି ଭୋଗିବେ !

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ସୋମବାର । ତିଥି – ୯ମୀ ସନ୍ଧ୍ୟା ୦୭/୦୨ ଗତେ ୧୦ ମୀ, ଚନ୍ଦ୍ର – ମିଥୁନ ଅହୋରାତ୍ର, ଘାତ ଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର, ଘାତ ବାର – ମିଥୁନ ରାଶିର, ପୁଷ୍କର ଦୋଷ – ସନ୍ଧ୍ୟା ୦୬/୧୦ ଗତେ ୧ ପାଦ - କୁଟୁମ୍ଭହାନି- ତିଳକାଞନ ଦାନ

Pisces

ମୀନ

Monday 19 Sep 2022

ପୂ , ଭାଦ୍ରପଦ - ଭାବନା ଉପରେ ନିୟନ୍ତ୍ରଣ ରଖିବାର ଶିକ୍ଷା ଲାଭ କରିବେ

ଉ , ଭଦ୍ରପଦ - ସ୍ଥଗିତ ଥିବା କାମ ପୂରା ହୋଇପାରେ

ରେବତୀ – ଜରୁରୀ କାମକୁ ମିତ୍ରଙ୍କ ସହାୟତାରେ ପୂରଣ ହେବ

ପ୍ରତିକାର – ଶ୍ରୀ କୃଷ୍ଣଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :