• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 18th September 2022: ଏହିସବୁ ରାଶିର ବ୍ୟକ୍ତି ଆଜି ସାବଧାନ ରୁହନ୍ତୁ...

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ରବିବାର। ତିଥି – ୮ମୀ ଦିବା ୦୪/୩୩ ଗତେ ୯ମୀ ଚନ୍ଦ୍ର – ମିଥୁନ ଅହୋରାତ୍ର ଘାତ ଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର ଘାତ ବାର – ମେଷ ରାଶିର ପୁଷ୍କର ଦୋଷ - ୧ପାଦ - କୃଷିହାନି-ଭୂମିଦାନ

Aries

ମେଷ

Sunday 18 Sep 2022

ଅଶ୍ୱନୀ – ବ୍ୟବସାୟରେ ଲାଭ ମିଳିବାର ସମ୍ଭାବନା ରହିଛି  
ଦ୍ୱିଜା– ଆପଣ ପୂର୍ବରୁ କରିଥିବା ଭୁଲ୍‌ ପାଇଁ ହୃଦୟଙ୍ଗମ କରିବେ
କୃତିକା– ନୂଆ କାମରେ ଭାଗ୍ୟ ସାଥ୍ ଦେଇପାରେ
ପ୍ରତିକାର- ଅଟାରେ ଚିନି ମିଶାଇ ରୁଟି ତିଆରି କରି କୁକୁରକୁ ଖାଇବାକୁ ଦିଅନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :