• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 17th October 2023: ବ୍ୟବସାୟୀଙ୍କ ଅଚାନକ ଧନ ଲାଭ ହୋଇପାରେ, କର୍ମକ୍ଷେତ୍ରରେ ପ୍ରଶଂସା ମିଳିପାରେ...

ସୈାର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୧୭ ତାରିଖ ମଙ୍ଗଳବାର, ଚନ୍ଦ୍ର– ତୁଳା ଦିବା ୦୨.୧୮ ଗତେ ବିଛା ତିଥି- ୩ୟା ରାତ୍ରି ୦୧.୨୬ ଗତେ ୪ର୍ଥୀ ଘାତଚନ୍ଦ୍ର- ନାସ୍ତି ଘାତବାର- ମକର ରାଶିର ପୁଷ୍କର ଦୋଷ- ୨ ପାଦ କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୦୮.୩୦ ଗତେ ୧ପାଦ କୃଷିହାନି ଓ ଭୂମିଦାନ

Gemini

ମିଥୁନ

Tuesday 17 Oct 2023

ମୃଗଶିରା- ଅନେକ ଦିନରୁ ଲାଗି ରହିଥିବା ଦେହ ପୀଡାରୁ ମୁକ୍ତ ରହିବେ । ବ୍ୟବସାୟରେ ନୂତନ ବ୍ୟବସାୟ କରିବାର ଆଶା ମିଳିବ । ଜୀବନରେ ନୂଆ ସଂକେତ ମିଳିପାରେ ।
ଆଦ୍ରା- ଅଫିସ୍ କାମରେ ବ୍ୟସ୍ତ ରହିବେ । ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ କମ୍ ପରିଶ୍ରମରେ ଅଧିକ ଫଳ ପାଇବେ । ରାଜନୀତିରେ କିଛି ବିଶେଃଷ କଥା ଆଲୋଚନା କରିବେ ।    
ପୁନର୍ବସୁ- କୋର୍ଟ ମାମଲାରେ ଲାଭ ହେବ । ଘରକୁ ଜିନିଷ କିଣି  ଅଧିକ ପଇସା ଖର୍ଚ୍ଚ କରିପାରନ୍ତି । ମାଲିମୋକଦ୍ଦମାରେ ସାଧାରଣ ସଫଳତା ମିଳିବ ।

ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :