ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେବ। ମସ୍ତିଷ୍କରେ ଆଘାତ ଲାଗିପାରେ। ଶାରୀରିକ ଓ ମାନସିକ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ। ଶୁଭ ଖବର ଶୁଣି ମନ ଆନନ୍ଦିତ ରହିବ।
ଅଶ୍ୱନୀ – ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ମାନସିକ ଅସ୍ଥିରତା ଲାଗି ରହିବ। ବ୍ୟବସାୟରେ ବହୁ ଖଟଣି ହୋଇପାରେ
ଦ୍ୱିଜା – ରାଜନୈତିକ ସହଯୋଗ ପ୍ରାପ୍ତି ହେବ। ଚାକିରିରେ ଅସ୍ଥିରତା ଦେଖାଦେବ। ପଢାପଢିରେ ମଧ୍ୟମ ଧରଣର ଫଳ ମିଳିବ।
କୃତିକା – କୋର୍ଟର ଫଇସଲା ଆପଣଙ୍କ ପାଖକୁ ଆସିପାରେ । ମହିଳା ମାନେ ଦେବ ବର୍ଶନ କରିବେ ।
ପ୍ରତିକାର - ମହାଦେବଙ୍କୁ ତ୍ରିଶାଖା ବେଲପତ୍ର ଅର୍ପଣ କରନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯