• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 17th February 2023: ଆଜି ଏହି ରାଶିର ବ୍ୟକ୍ତିଙ୍କ ବ୍ୟାଙ୍କ ବାଲାନ୍ସ ବୃଦ୍ଧି ପାଇପାରେ...

ସୈାର କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ଶୁକ୍ରବାର, ଚନ୍ଦ୍ର – ଧନୁ ରାତ୍ରି ୦୧.୪୭ ଗତେ ମକର, ତିଥି – ୧୨ଶୀ ରାତ୍ରି ୧୧.୩୬ ଗତେ ୧୩ଶୀ, ଘାତ ଚନ୍ଦ୍ର – ତୁଳା, କୁମ୍ଭ ରାତ୍ରି ୦୧.୪୭ ଗତେ ସିଂହ, ଘାତ ବାର-ବିଛା , ଧନୁ ଓ ମୀନ, ପୁଷ୍କର ଦୋଷ – ୧ ପାଦ-ପଶୁସମ୍ପଦ ନାଶ- ଅନ୍ନଦାନ ରାତ୍ରି ୦୮.୨୭ ଗତେ ୨ ପାଦ

Aries

ମେଷ

Friday 17 Feb 2023

ମୂଳା- ଶାରୀରିକ ଅସୁସ୍ଥତା ଦୂରେଇ ଯିବ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର  ପରିକଳ୍ପନା କରିବେ ଓ ସେଥିରେ ପ୍ରଚୁର ଲାଭ ମିଳିବ । ଜୀବନସାଥୀଙ୍କ ସହିତ ଶାନ୍ତି ବାତାବରଣ ସୃଷ୍ଟି କରିବେ । 
ପୂ, ଷାଢା- ଶିଳ୍ପ, ବାଣିଜ୍ୟ - ବ୍ୟବସାୟରେ ଆଶାନୁରୂପକ ଫଳ ପାଇ ପାରନ୍ତି । ସହକର୍ମୀମାନେ ପରସ୍ପରକୁ ସାହାଯ୍ୟ  ସହଯୋଗ କରି ଆଗକୁ ଯିବେ । ରାଜନୀତିରେ ଉଚ୍ଚ ପଦବୀ ପ୍ରାପ୍ତି ହୋଇପାରେ ।
ଉ,  ଷାଢା- ରାସ୍ତରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ । ପିଲାମାନେ ଯାନବାହନ କିଣିବା ପାଇଁ ଜିଦ୍ ଧରି ପାରନ୍ତି । ଶତ୍ରୁ ଯେତେ ଚେଷ୍ଟା କରିଲେ ମଧ୍ୟ କିଛି କ୍ଷତି କରି ପାରିବେ ନାହିଁ ।

ପ୍ରତିକାର – ଶ୍ରୀ ରାମ  ରକ୍ଷକ ସ୍ତୋତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :