Daily Horoscope 15th Nov 2023: ନୂଆ ଗାଡ଼ି କିଣିବାର ଆଶା ପୂରଣ ହୋଇପାରେ, କମ୍ ପରିଶ୍ରମରେ ଆଶାଜନକ ଫଳ ମିଳିପାରେ...
/odishatv-khabar/media/media_files/uploadimage/library/16_9/16_9_0/IMAGE_1700021180-439915.jpg)
ସୌର ତୁଳା ମାସ କାର୍ତ୍ତିିକ ଶୁକ୍ଳପକ୍ଷ। ଇଂରାଜୀରେ ୧୫ ତାରିଖ ବୁଧବାର, ଚନ୍ଦ୍ର- ବିଛା ରାତ୍ରି ୦୩.୦୦ ଗତେ ଧନୁ ତିଥି- ୨ୟା ଦିବା ୦୧.୪୭ ଗତେ ୩ୟା ଘାତଚନ୍ଦ୍ର- ରାତ୍ରି ୦୩.୦୦ ଗତେ ତୁଳା ଓ କୁମ୍ଭ ରାଶିର ଘାତବାର- କର୍କଟ ରାଶିର ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ- ଅନ୍ନଦାନ ଦିବା ୦୧.୪୭ ପର୍ଯ୍ୟନ୍ତ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
