Daily Horoscope 13th January 2023: ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଖୋଲିପାରେ, ବଡ଼ କମ୍ପାନୀରୁ ଚାକିରି ପାଇଁ ଡାକରା ଆସିପାରେ
/odishatv-khabar/media/media_files/uploadimage/library/16_9/16_9_0/IMAGE_1673583056-451186.jpg)
ସୌର ଧନୁ ମାସ, ମାଘ ମାସ କୃଷ୍ଣପକ୍ଷ । ଇଂରାଜୀରେ ୧୩ ତାରିଖ, ଶୁକ୍ରବାର, ଚନ୍ଦ୍ର – କନ୍ୟା ଅହୋରାତ୍ର, ତିଥି - ୬ଷ୍ଠୀ ସନ୍ଧ୍ୟା ୦୬.୧୭ ଗତେ ୭ମୀ, ଘାତ ଚନ୍ଦ୍ର – ବୃଷ ଅହୋରାତ୍ର, ଘାତ ବାର – ବିଛା, ଧନୁ ଓ ମୀନ, ପୁଷ୍କର ଦୋଷ – ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ ଦିବା ୦୪.୩୭ ପର୍ଯ୍ୟନ୍ତ। ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
