• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 12th Nov 2023: ରାସ୍ତାରେ ଯିବା ସମୟରେ ପକେଟ ମାର ପ୍ରତି ସାବଧାନ ରୁହନ୍ତୁ, ଅର୍ଥ ଲାଭର ଯୋଗ ରହିଛି...

ସୌର ତୁଳା ମାସ  କାର୍ତ୍ତିିକ କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ, ରବିବାର । ଚନ୍ଦ୍ର- ତୁଳା ଅହୋରାତ୍ର ତିଥି- ୧୪ଶୀ ଦିବା ୦୨.୪୫ ଗତେ ଅମାବାସ୍ୟା ଘାତଚନ୍ଦ୍ର- ନାସ୍ତି ଅହୋରାତ୍ର ଘାତବାର- ମେଷ ପୁଷ୍କର ଦୋଷ- ୧ ପାଦ କୃଷିହାନି ଭୂମିଦାନ ରାତ୍ରି ୦୨.୫୦ ଗତେ ୨ ପାଦ କୃଷି ଓ ବଂଶ ହାନି ଭୂମି ଓ ତିଳକାଞ୍ଚନ ଦାନ 

Gemini

ମିଥୁନ

Sunday 12 Nov 2023

ମୃଗଶିରା- ବ୍ୟବସାୟ ବିଷୟରେ ଭଲ କଥା କହିବେ । ପାରିବାରିକ ଜୀବନ ଆମୋଦ ଦାୟକ ହେବ । ଭାଗ୍ୟ ଉଦ୍ୟୋଗି ହେବା ସହିତ, ବାଣିଜ୍ୟରେ ଲାଭ ମିଳିବ । 
ଆଦ୍ରା- କ୍ରୋଧକୁ ଦମନ କରି ହସଖୁସିରେ ବାତାବରଣ ସୃଷ୍ଟି ହେବ । ଓକିଲାତି ଓ ପରିଚାଳନ ସହିତ ଜଡିତ ଲୋକଙ୍କୁ ବହୁତ ସମ୍ମାନ ମିଳିପାରେ । କୈାଣସି ମହତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ସହ ଭେଟ ହେବ ।
ପୁନର୍ବସୁ- ଉତ୍ତରାଧିକାରୀ ଓ ପୈତୃକ ସମ୍ପତ୍ତିକୁ ନେଇ କୋର୍ଟକଚେରୀ ମାମଲାରେ ସଫଳତା ପାଇବେ । ରାଜନୀତି କ୍ଷେତ୍ରରେ ଅଧିକ ଲୋକସମ୍ପର୍କ ଫଳରେ ଆତ୍ମସନ୍ତୋଷ ମିଳିବ । 

ପ୍ରତିକାର – ବୁଧଙ୍କର ଗାୟତ୍ରୀ ପାଠ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :