• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 12th Nov 2023: ରାସ୍ତାରେ ଯିବା ସମୟରେ ପକେଟ ମାର ପ୍ରତି ସାବଧାନ ରୁହନ୍ତୁ, ଅର୍ଥ ଲାଭର ଯୋଗ ରହିଛି...

ସୌର ତୁଳା ମାସ  କାର୍ତ୍ତିିକ କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ, ରବିବାର । ଚନ୍ଦ୍ର- ତୁଳା ଅହୋରାତ୍ର ତିଥି- ୧୪ଶୀ ଦିବା ୦୨.୪୫ ଗତେ ଅମାବାସ୍ୟା ଘାତଚନ୍ଦ୍ର- ନାସ୍ତି ଅହୋରାତ୍ର ଘାତବାର- ମେଷ ପୁଷ୍କର ଦୋଷ- ୧ ପାଦ କୃଷିହାନି ଭୂମିଦାନ ରାତ୍ରି ୦୨.୫୦ ଗତେ ୨ ପାଦ କୃଷି ଓ ବଂଶ ହାନି ଭୂମି ଓ ତିଳକାଞ୍ଚନ ଦାନ 

Taurus

ବୃଷ

Sunday 12 Nov 2023

କୃତିକା- ପରିବାରରେ ଆପଣଙ୍କ ପ୍ରାଧାନ୍ୟତା ବୃଦ୍ଧି ହୋଇପାରେ । ବୃଦ୍ଧିଜନ, ଓ ଅଶକ୍ତ ଲୋକଙ୍କୁ ସହଯୋଗ କରିବା ପାଇଁ ହାତ ବଢେଇବେ । ସାମୟିକ ସ୍ୱାସ୍ଥ୍ୟ ହାନି ଯୋଗୁ ମନ ଅଶାନ୍ତ ରହିପାରେ । 
ରୋହିଣୀ- ସାମାଜିକ ପ୍ରତିଷ୍ଠା ମାନସମ୍ମାନ , ବୃଦ୍ଧି ପାଇବ । ଖଳ ପ୍ରକୃତିର ଲୋକମାନେ ବିରୋଧୀ ଆଚରଣ କରିପାରନ୍ତି । ବନ୍ଧୁମାନଙ୍କ ସହ ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ । 
ମୃଗଶିରା- ରାଜନୀତିରେ କୈାଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ହାତକୁ ନେବେ । କିଛି ଜିନିଷ ଦ୍ୱାରା ଆପଣ ଆଘାତ ପାଇ ପାରନ୍ତି । ବାହ୍ୟ ଶତ୍ରୁଙ୍କ ଠାରୁ ଦୂରରେ ରହିଲେ ଭଲ

ପ୍ରତିକାର – ମା କମଳାଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :