• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Yearly Horoscope 2024: ଜାନୁଆରୀ ୧ରୁ ଆରମ୍ଭ ହେବ ଏହି ରାଶିଙ୍କର ଶୁଭ ସମୟ...

ଘଣ୍ଟାରେ ୧୨ ବାଜିବ... କ୍ୟାଲେଣ୍ଡର୍ ବଦଳିବ... ଆଉ ଚାରିଆଡ଼େ ଶୁଭିବ ହାପି ନିୟୁ ଇୟର୍ । ସମସ୍ତେ ଚାହାନ୍ତି ନୂଆ ବର୍ଷ ନୂଆ ଆଶା ନେଇ ଆସୁ । ତେବେ ନୂଆବର୍ଷରେ ଗ୍ରହ ଚଳନରେ ପରିବର୍ତ୍ତନ ହେବଥିବାରୁ ୧୨ ରାଶି ପ୍ରଭାବିତ ହେବ । ଆସନ୍ତୁ ଜାଣିବା ସମସ୍ତ ୧୨ ରାଶି ପାଇଁ ଚଳିତ ବର୍ଷ କେମିତି କଟିବ...

Scorpio

ବିଛା

Wednesday 20 Dec 2023

 ବିଛା ରାଶି ପାଇଁ ଏହି ବର୍ଷ ମଧ୍ୟମ ଧରଣର ହେବ । ଯେ କୌଣସି ପ୍ରକାର ସ୍ୱାସ୍ଥ୍ୟ ସମସ୍ୟାକୁ ଅବହେଳା କରିବା ଠାରୁ ଦୂରେଇ ରୁହନ୍ତୁ । ପେଟରେ ସାମାନ୍ୟ କଷ୍ଟ ଅନୁଭବ କରିପାରନ୍ତି । ଆପଣଙ୍କର ଅନେକ କାର୍ଯ୍ୟ ସମ୍ପନ୍ନ ହେବ ଏବଂ ଆପଣଙ୍କର ବ୍ୟବସାୟ ମଧ୍ୟ ଭଲ ଗତି ଲାଭ କରିବ । ସରକାରଙ୍କ ତରଫରୁ ସେମାନଙ୍କ ଅନୁଯାୟୀ ଆପଣଙ୍କୁ ବ୍ୟବସାୟ କରିବାକୁ ପଡିବ । କଳକାରଖାନା ବ୍ୟବସାୟରେ ଉନ୍ନତି ଘଟିବ । କର୍କ୍ଷେତ୍ରରେ ଆଦାନ ପ୍ରଦାନ ପାଇଁ ଏକ ସୁଯୋଗ ଆସିପାରେ । ପାରିବାରିକ ପରିସ୍ଥିତି ବିଶେଷ ଭଲ ରହିବ । କୌଣସି ଦ୍ୱନ୍ଦରୁ ଦୂରେଇ ରହିବା ପାଇଁ ସତର୍କ ରହିବା ଆବଶ୍ୟକ କାରଣ ସେଗୁଡିକ ମଧ୍ୟ ଆପଣଙ୍କର ବ୍ୟକ୍ତିଗତ ଜୀବନ ଉପରେ ପ୍ରଭାବ ପକାଇବ । ଦାମ୍ପତ୍ୟ ଜୀବନରେ ପତୀ ପତ୍ନୀ ମଧ୍ୟରେ ଥିବା ତକ୍ତତା ଭାବ ଦୂରିଭୁତ ହୋଇଯିବ ଏବଂ ପ୍ରୀତି ବୃଦ୍ଧି ପାଇବ । ଆପଣଙ୍କର ଆତ୍ମବିଶ୍ୱାସ ରହିବ । ପ୍ରତ୍ୟେକ କାର୍ଯ୍ୟକୁ ବହୁତ ଶକ୍ତି ସହିତ ସଂପୂର୍ଣ୍ଣ କରିବେ । କାର୍ଯ୍ୟରେ ସ୍ଥିରତା ରହିବ । ଆପଣଙ୍କ ମନରେ ସ୍ଥିରତା ରହିବ । ନିଜର କଥା ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ, ନଚେତ୍ କରାଯାଉଥିବା କାର୍ଯ୍ୟ ନଷ୍ଟ ହୋଇପାରେ ଏବଂ କେହି କେହି ଆପଣଙ୍କ ଉପରେ କ୍ରୋଧ ମଧ୍ୟ କରିପାରନ୍ତି । ବିଦ୍ୟାର୍ଥୀ ମାନଙ୍କର ଶିକ୍ଷା କ୍ଷେତ୍ରରେ ଉନ୍ନତି ଘଟିବ । ରାଜନୈତିକ କ୍ଷେତ୍ରରେ ସମସ୍ୟାର ସମାଧାନ କରିବାରେ ସକ୍ଷମ ହେବେ । ପିତୃପୁରୁଷଙ୍କ ସମ୍ପତି ବ୍ୟବହାର କରିପାରନ୍ତି ।

ପ୍ରତିକାର- ବଡ ଭାଇଙ୍କଠାରୁ ଆର୍ଶୀବାଦ ନିଅନ୍ତୁ । ହନୁମାନଙ୍କ ମନ୍ଦିରରେ ପେଡା ଭୋଗ ଲଗାନ୍ତୁ ।

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :