Advertisment
ସୈାର କନ୍ୟା ମାସ ଅଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୬ ତାରିଖ ସୋମବାର । ଚନ୍ଦ୍ର- ମୀନ ଅହୋରାତ୍ର । ତିଥି- ୧୪ଶୀ ଦିବା ୧୨.୨୪ ଗତେ ପୂର୍ଣ୍ଣିମା ।ଘାତଚନ୍ଦ୍ର – ଧନୁ ରାଶିର ଅହୋରାତ୍ର ।ଘାତବାର- ମିଥୁନ ରାଶିର । ପୁଷ୍କର ଦୋଷ – ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ
Advertisment
ଶୁଭ ସମୟ
ପ୍ରାତଃ – ୦୫.୪୨ ରୁ ୦୭.୧୦
ଦିବା – ୦୮.୫୦ ରୁ ୧୧.୧୧
ରାତ୍ରି – ୦୭.୫୪ ରୁ ୧୦.୦୨
ରାତ୍ରି – ୦୨.୨୬ ରୁ ୦୩.୧୫
ଅଶୁଭ ସମୟ
ରାହୁକାଳ- ପ୍ରାତଃ ୦୭.୧୦ ରୁ ୦୮.୩୮
କାଳବେଳା- ପ୍ରାତଃ ୦୭.୧୦ ରୁ ୦୮.୩୮
ବାରବେଳା- ଦିବା ୦୨.୩୦ ରୁ ୦୩.୫୮
କାଳରାତ୍ରି – ରାତ୍ରି ୧୦.୦୨ ରୁ ୧୧.୩୪
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)