ସୈାର କନ୍ୟା ମାସ ଅଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୪ ତାରିଖ ଶନିବାର । ଚନ୍ଦ୍ର- କୁମ୍ଭ ଅହୋରାତ୍ର । ତିଥି- ୧୨ଶୀ ସନ୍ଧ୍ୟା ୦୫.୦୯ ଗତେ ୧୩ଶୀ । ଘାତଚନ୍ଦ୍ର – ମିଥୁନ ଓ ମୀନ ରାଶିର ଅହୋରାତ୍ର । ଘାତବାର- ବୃଷ,ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ – ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ସନ୍ଧ୍ୟା ୦୫.୦୯ ଗତେ ୧ପାଦ-କୃଷିହାନି-ଭୂମିଦାନ ।
ଶୁଭ ସମୟ-
ପ୍ରାତଃ – ୦୭.୧୬ ରୁ ୦୮.୩୮
ଦିବା – ୧୧.୫୮ ରୁ ୦୧.୦୩
ଦିବା – ୦୨.୩୧ ରୁ ୦୩.୦୭
ଦିବା – ୦୩.୫୪ ରୁ ୦୪.୦୦
ରାତ୍ରି – ୦୨.୨୬ ରୁ ୦୩.୧୫
ଅଶୁଭ ସମୟ-
ରାହୁକାଳ- ଦିବା ୦୮.୩୮ ରୁ ୧୦.୦୬
କାଳବେଳା- ପ୍ରାତଃ ୦୫.୪୧ ରୁ ୦୭.୧୦ ଓ ଦିବା ୦୪.୦୦ ରୁ ୦୫.୨୮
ବାରବେଳା- ଦିବା ୦୧.୦୩ ରୁ ୦୨.୩୧
କାଳରାତ୍ରି – ସନ୍ଧ୍ୟା ୦୫.୨୮ ରୁ ୦୭.୦୦ ଓ ରାତ୍ରି ୦୪.୧୦ ରୁ ୦୫.୪୨
Today Panchang 4th October 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....
ସୈାର କନ୍ୟା ମାସ ଅଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୪ ତାରିଖ ଶନିବାର । ଚନ୍ଦ୍ର- କୁମ୍ଭ ଅହୋରାତ୍ର । ତିଥି- ୧୨ଶୀ ସନ୍ଧ୍ୟା ୦୫.୦୯ ଗତେ ୧୩ଶୀ । ଘାତଚନ୍ଦ୍ର – ମିଥୁନ ଓ ମୀନ ରାଶିର ଅହୋରାତ୍ର ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)