ସୈାର କନ୍ୟା ମାସ ଅଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୩ ତାରିଖ ଶୁକ୍ରବାର । ଚନ୍ଦ୍ର- ମକର ରାତ୍ରି ୦୯.୨୬ ଗତେ କୁମ୍ଭ । ତିଥି- ୧୧ଶୀ ସନ୍ଧ୍ୟା ୦୬.୩୩ ଗତେ ୧୨ଶୀ । ଘାତଚନ୍ଦ୍ର – ସିଂହ ରାଶିର , ରାତ୍ରି ୦୯.୨୬ ଗତେ ମିଥୁନ ଓ ମୀନ ରାଶିର । ଘାତବାର- ବିଛା,ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ – ସନ୍ଧ୍ୟା ୦୬.୩୩ ଗତେ ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ
ଶୁଭ ସମୟ
ପ୍ରାତଃ – ୦୫.୪୧ ରୁ ୦୬.୨୮
ପ୍ରାତଃ – ୦୭.୧୫ ରୁ ୦୮.୩୮
ଦିବା – ୧୧.୫୯ ରୁ ୦୩.୦୭
ଦିବା – ୦୩.୫୫ ରୁ ୦୫.୨୯
ସନ୍ଧ୍ୟା – ୦୬.୧୮ ରୁ ୦୮.୩୨
ରାତ୍ରି – ୧୨.୦୦ ରୁ ୦୧.୩୭
ରାତ୍ରି – ୦୨.୨୬ ରୁ ୦୪.୦୪
ଅଶୁଭ ସମୟ
ରାହୁକାଳ- ଦିବା ୧୦.୦୭ ରୁ ୧୧.୩୫
କାଳବେଳା- ଦିବା ୧୦.୦୭ ରୁ ୧୧.୩୫
ବାରବେଳା- ଦିବା ୦୮.୩୮ ରୁ ୧୦.୦୭
କାଳରାତ୍ରି- ରାତ୍ରି ୦୮.୩୨ ରୁ ୧୦.୦୪
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)