Advertisment
ସୈାର କନ୍ୟା ମାସ ଅଶ୍ୱିନ ଶୁକ୍ଳପକ୍ଷ। ଇଂରାଜୀ ୩୦ ତାରିଖ ମଙ୍ଗଳବାର । ଚନ୍ଦ୍ର- ଧନୁ ଅହୋରାତ୍ର । ତିଥି – ୮ମୀ ସନ୍ଧ୍ୟା ୦୬.୦୬ ଗତେ ୯ମୀ । ଘାତଚନ୍ଦ୍ର – ତୁଳା ଓ କୁମ୍ଭ ରାଶିର ଅହୋରାତ୍ର । ଘାତବାର – ମକର ରାଶିର । ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ।
Advertisment
ଶୁଭ ସମୟ-
ପ୍ରାତଃ – ୦୫.୪୦ ରୁ ୦୬.୨୮
ଦିବା – ୦୮.୩୮ ରୁ ୧୧.୧୨
ସନ୍ଧ୍ୟା – ୦୫.୩୨ ରୁ ୦୭.୦୩
ରାତ୍ରି – ୦୮.୩୪ ରୁ ୦୮.୪୬
ରାତ୍ରି – ୦୯.୩୫ ରୁ ୧୨.୦୦
ରାତ୍ରି – ୦୧.୩୮ ରୁ ୦୩.୧୫
ରାତ୍ରି – ୦୪.୦୩ ରୁ ୦୫.୧୪
ଅଶୁଭ ସମୟ -
ରାହୁକାଳ - ଦିବା ୦୨.୩୪ ରୁ ୦୪.୦୩
କାଳବେଳା – ଦିବା ୦୧.୦୫ ରୁ ୦୨.୩୪
ବାରବେଳା- ପ୍ରାତଃ ୦୭.୦୯ ରୁ ୦୮.୩୮
କାଳରାତ୍ରି – ସନ୍ଧ୍ୟା ୦୭.୦୩ ରୁ ୦୮.୩୪
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)