Panchang Photograph: (OTV)
ଆଜିର ପଞ୍ଚାଙ୍ଗ
ସୌର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀ ୦୨ ତାରିଖ ଶୁକ୍ରବାର ।
ଚନ୍ଦ୍ର – ବୃଷ ଦିବା ୦୯.୨୫ ଗତେ ମିଥୁନ
ତିଥି - ୧୪ଶୀ ସନ୍ଧ୍ୟା ୦୬.୫୩ ଗତେ ପୂର୍ଣ୍ଣିମା
ଘାତଚନ୍ଦ୍ର - ବିଛା ରାଶିର , ଦିବା ୦୯.୨୫ ଗତେ କନ୍ୟା ରାଶିର
ଘାତବାର – ବିଛା,ଧନୁ ଓ ମୀନ ରାଶିର
ପୁଷ୍କର ଦୋଷ - ନାସ୍ତି
ଶୁଭ ସମୟ-
ପ୍ରାତଃ – ୦୬.୨୫ ରୁ ୦୭.୦୮
ପ୍ରାତଃ – ୦୭.୫୨ ରୁ ୦୯.୦୮
ଦିବା – ୧୨.୧୨ ରୁ ୦୩.୦୫
ଦିବା – ୦୩.୪୯ ରୁ ୦୫.୧୫
ସନ୍ଧ୍ୟା – ୦୬.୦୮ ରୁ ୦୮.୩୩
ରାତ୍ରି – ୧୨.୧୭ ରୁ ୦୨.୦୨
ରାତ୍ରି – ୦୨.୫୫ ରୁ ୦୪.୪୦
ଅଶୁଭ ସମୟ -
ରାହୁକାଳ - ଦିବା ୧୦.୨୯ ରୁ ୧୧.୫୦
କାଳବେଳା - ଦିବା ୧୦.୨୯ ରୁ ୧୧.୫୦
ବାରବେଳା - ଦିବା ୦୯.୦୮ ରୁ ୧୦.୨୯
କାଳରାତ୍ରି – ରାତ୍ରି ୦୮.୩୩ ରୁ ୧୦.୧୨
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/02/panchang-2026-01-02-08-16-48.jpg)