ପଞ୍ଚାଙ୍ଗ
ସୈାର କନ୍ୟା ମାସ ଅଶ୍ୱିନ ଶୁକ୍ଳପକ୍ଷ। ଇଂରାଜୀ ୨୮ ତାରିଖ ରବିବାର । ଚନ୍ଦ୍ର- ବିଛା ରାତ୍ରି ୦୩.୫୪ ଗତେ ଧନୁ । ତିଥି – ୬ଷ୍ଠୀ ଦିବା ୦୨.୨୭ ଗତେ ୭ମୀ । ଘାତଚନ୍ଦ୍ର – ରାତ୍ରି ୦୩.୫୪ ଗତେ ତୁଳା ଓ କୁମ୍ଭ ରାଶିର । ଘାତବାର – ମେଷ ରାଶିର । ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ଦିବା ୦୨.୨୭ ଗତେ ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ।
ଶୁଭ ସମୟ-
ପ୍ରାତଃ – ୦୬.୨୭ ରୁ ୦୮.୫୦
ଦିବା – ୦୧.୦୬ ରୁ ୦୩.୧୧
ଦିବା – ୦୩.୫୮ ରୁ ୦୪.୦୪
ରାତ୍ରି – ୦୭.୫୯ ରୁ ୦୯.୩୬
ରାତ୍ରି – ୧୨.୦୧ ରୁ ୦୧.୦୮
ରାତ୍ରି – ୦୨.୩୮ ରୁ ୦୫.୪୦
ଅଶୁଭ ସମୟ -
ରାହୁକାଳ - ଦିବା ୦୪.୦୪ ରୁ ୦୫.୩୪
କାଳବେଳା – ଦିବା ୧୧.୩୭ ରୁ ୦୧.୦୬
ବାରବେଳା- ଦିବା ୧୦.୦୭ ରୁ ୧୧.୩୭
କାଳରାତ୍ରି – ରାତ୍ରି ୦୧.୦୮ ରୁ ୦୨.୩୮
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)