Advertisment
ସୈାର କନ୍ୟା ମାସ ଅଶ୍ୱିନ ଶୁକ୍ଳପକ୍ଷ। ଇଂରାଜୀ ୨୭ ତାରିଖ ଶନିବାର । ଚନ୍ଦ୍ର- ବିଛା ଅହୋରାତ୍ର । ତିଥି – ୫ମୀ ଦିବା ୧୨.୦୪ ଗତେ ୬ଷ୍ଠୀ । ଘାତଚନ୍ଦ୍ର – ନାସ୍ତି । ଘାତବାର – ବୃଷ,ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ
Advertisment
ଶୁଭ ସମୟ
ପ୍ରାତଃ – ୦୭.୧୫ ରୁ ୦୮.୩୮
ଦିବା – ୧୨.୦୧ ରୁ ୦୧.୦୬
ଦିବା – ୦୨.୩୬ ରୁ ୦୩.୧୧
ଦିବା – ୦୩.୫୯ ରୁ ୦୪.୦୫
ରାତ୍ରି – ୦୨.୨୬ ରୁ ୦୩.୧୫
ଅଶୁଭ ସମୟ
ରାହୁକାଳ - ଦିବା ୦୮.୩୮ ରୁ ୧୦.୦୮
କାଳବେଳା – ପ୍ରାତଃ ୦୫.୪୦ ରୁ ୦୭.୦୯ ଓ ଦିବା ୦୪.୦୫ ରୁ ୦୫.୩୪
ବାରବେଳା- ଦିବା ୦୧.୦୬ ରୁ ୦୨.୩୬
କାଳରାତ୍ରି – ସନ୍ଧ୍ୟା ୦୫.୩୪ ରୁ ୦୭.୦୫ ଓ ରାତ୍ରି ୦୪.୦୯ ରୁ ୦୫.୪୦
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)