Panchang
Advertisment
ସୈାର କନ୍ୟା ମାସ ଅଶ୍ୱିନ ଶୁକ୍ଳପକ୍ଷ। ଇଂରାଜୀ ୨୫ ତାରିଖ ଗୁରୁବାର । ଚନ୍ଦ୍ର- ତୁଳା ଅହୋରାତ୍ର । ତିଥି – ୩ୟା ପ୍ରାତଃ ୦୭.୦୬ ଗତେ ୪ର୍ଥୀ । ଘାତଚନ୍ଦ୍ର – ନାସ୍ତି । ଘାତବାର – ତୁଳ ଓ କୁମ୍ଭ ରାଶିର । ପୁଷ୍କର ଦୋଷ – ସନ୍ଧ୍ୟା ୦୭.୦୮ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।
ଶୁଭ ସମୟ-
ପ୍ରାତଃ – ୦୫.୩୯ ରୁ ୦୭.୧୫
ସନ୍ଧ୍ୟା – ୦୬.୨୪ ରୁ ୦୯.୩୭
ରାତ୍ରି – ୦୧.୦୮ ରୁ ୦୩.୧୫
ରାତ୍ରି – ୦୪.୦୩ ରୁ ୦୫.୩୯
ଅଶୁଭ ସମୟ -
ରାହୁକାଳ - ଦିବା ୦୧.୦୭ ରୁ ୦୨.୩୭
କାଳବେଳା – ଦିବା ୦୨.୩୭ ରୁ ୦୪.୦୭
ବାରବେଳା- ଦିବା ୦୪.୦୭ ରୁ ୦୫.୩୬
କାଳରାତ୍ରି – ରାତ୍ରି ୧୧.୩୮ ରୁ ୦୧.୦୮
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)