Advertisment

Trailer Falls from Sunki Ghat: ଘାଟିରୁ ଖସି ଜଳିଗଲା ଟ୍ରଲର୍, ବର୍ତ୍ତିଗଲେ ଡ୍ରାଇଭର-ହେଲପର୍

ଘାଟିରୁ ଖସି ଜଳିଗଲା ଟ୍ରଲର୍। କୋରାପୁଟ ଏନ ଏଚ ୨୬ର ଶୁଙ୍କି ଘାଟି ଯୋଡିମାଦିଲିଠାରେ ଟ୍ରଲର ଦୁର୍ଘଟଣାଗ୍ରସ୍ତ ହୋଇଛି। ଘାଟିରୁ ଗାଡିଟି ତଳକୁ ଖସିପଡିଥିବା ବେଳେ ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ହେଲ୍ପର।

Fire

Fire Photograph: (OTV)

Advertisment

ଘାଟିରୁ ଖସି ଜଳିଗଲା ଟ୍ରଲର୍। କୋରାପୁଟ ଏନ ଏଚ ୨୬ର ଶୁଙ୍କି ଘାଟି ଯୋଡିମାଦିଲିଠାରେ ଟ୍ରଲର ଦୁର୍ଘଟଣାଗ୍ରସ୍ତ ହୋଇଛି। ଘାଟିରୁ ଗାଡିଟି ତଳକୁ ଖସିପଡିଥିବା ବେଳେ ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ହେଲ୍ପର। ଘଟଣାସ୍ଥଳରେ ପଟାଙ୍ଗି ଅଗ୍ନିଶମ ବାହିନୀ ନିଆଁକୁ ଆୟତ କରିବାକୁ ଉଦ୍ୟମ କରୁଛି।

Advertisment

ଘାଟିରୁ ଖସି ଜଳିଗଲା ଟ୍ରଲର୍
ଶୁଙ୍କି ଘାଟି ଯୋଡିମାଦିଲିଠାରେ ଟ୍ରଲର ଦୁର୍ଘଟଣାଗ୍ରସ୍ତ
ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ହେଲ୍ପର
ଘଟଣାସ୍ଥଳରେ ପଟାଙ୍ଗି ଅଗ୍ନିଶମ ବାହିନୀ
ନିଆଁକୁ ଆୟତ କରିବାକୁ ଉଦ୍ୟମ

Odisha Koraput Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ