Advertisment

Thar Collides with Venue: ଭେନ୍ୟୁ ସହ ମୁହାଁମୁହିଁ, ରାସ୍ତା ଉପରେ ଓଲଟିଲା ଥାର୍

ପୁଣି ରାଜଧାନୀରେ ଛାତି ଥରାଇ ଦେଲା ଥାର। ଚନ୍ଦକା ଥାନା ଅଞ୍ଚଳରେ ଥାର ସହ ଭେନ୍ୟୁ ମୁହାଁମୁହିଁ। ଚନ୍ଦକା ରାସ୍ତା ଉପରେ ଓଲଟିଲା ଥାର୍। ଦୁର୍ଘଟଣାରେ ଜଣେ ଆହତ ହୋଇଥିବା ସୂଚନା ମିଳିଛି।

THAR

THAR Photograph: (OTV)

Advertisment

ପୁଣି ରାଜଧାନୀରେ ଛାତି ଥରାଇ ଦେଲା ଥାର। ଚନ୍ଦକା ଥାନା ଅଞ୍ଚଳରେ ଥାର ସହ ଭେନ୍ୟୁ ମୁହାଁମୁହିଁ। ଚନ୍ଦକା ରାସ୍ତା ଉପରେ ଓଲଟିଲା ଥାର୍। ଦୁର୍ଘଟଣାରେ ଜଣେ ଆହତ ହୋଇଥିବା ସୂଚନା ମିଳିଛି। 

Advertisment

ଘଟଣାସ୍ଥଳରେ ଚନ୍ଦକା ପୋଲିସର ଛାନଭିନ। ଉଭୟ ଥାର ଏବଂ ଭେନ୍ୟୁ ଗାଡ଼ିକୁ ଜବତ କରି ଥାନାକୁ ନେଇଛି ଚନ୍ଦକା ଥାନା ପୋଲିସ।

ଗତକାଲି ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ସାମ୍ନାରେ ରାତି ପ୍ରାୟ ୧୧ଟା ୪୦ରେ ଥାର ଗାଡି ଏକ ବୁଲେଟକୁ ଧକ୍କା ଦେଇଥିଲା। ଏଥିରେ ୨ ଜଣ ଗୁରୁତର ହୋଇଥିଲେ। 

Advertisment

ପୁଣି ରାଜଧାନୀରେ ଛାତି ଥରାଇ ଦେଲା ଥାର୍ 
ଚନ୍ଦକା ଥାନା ଅଞ୍ଚଳରେ ଥାର ସହ ଭେନ୍ୟୁ ମୁହାଁମୁହିଁ
କାଲି କ୍ୟାପିଟାଲ ହସ୍ପିଟାଲ ସାମ୍ନାରେ ବି ଥାର୍ ହୋଇଥିଲା ଦୁର୍ଘଟଣା
ଏଥିରେ ଜଣେ ଆହତ ହୋଇଥିବା ସୂଚନା

Accident In Bhubaneswar Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ