Advertisment

Wrong Route Drive Turns Fatal: କାଳ ହେଲା ରଙ୍ଗ୍‌ ରୁଟ୍‌

ସୁନ୍ଦରଗଡ଼ କେ.ବଲାଙ୍ଗ NH-୫୨୦ରେ ମର୍ମନ୍ତୁଦ ଦୁର୍ଘଟଣା। ବସକୁ ଧକ୍କା ଦେଲା ଟ୍ରକ୍ । ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ। ୧୦ରୁ ଅଧିକ ଗୁରୁତର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ବସଟି ରାଉରକେଲାରୁ ଆସୁଥିବା ବେଳେ ଟ୍ରକ୍ ସହ ଧକ୍କା ହୋଇଛି। ରାସ୍ତା ଜାମ୍ ଯୋଗୁଁ ବସ୍ ଟି ରଙ୍ଗ୍ ରୁଟ୍ ରେ ଆସୁଥିଲା ।

Advertisment

ସୁନ୍ଦରଗଡ଼ କେ.ବଲାଙ୍ଗ NH-୫୨୦ରେ ମର୍ମନ୍ତୁଦ ଦୁର୍ଘଟଣା। ବସକୁ ଧକ୍କା ଦେଲା ଟ୍ରକ୍ । ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ। ୧୦ରୁ ଅଧିକ ଗୁରୁତର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ବସଟି ରାଉରକେଲାରୁ ଆସୁଥିବା ବେଳେ ଟ୍ରକ୍ ସହ ଧକ୍କା ହୋଇଛି। ରାସ୍ତା ଜାମ୍ ଯୋଗୁଁ ବସ୍ ଟି ରଙ୍ଗ୍ ରୁଟ୍ ରେ ଆସୁଥିବା ସୂଚନା ମିଳିଛି। 

Advertisment
Accident Sundargarh Accidental Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ