Advertisment

Shocking Road Accident: କାର୍ ଉପରେ ଚଢ଼ିଗଲା କାର୍, ହାଇ ସ୍ପିଡ୍ ହେଲା କାଳ

ହାଇ ସ୍ପିଡ୍ ହେଲା କାଳ। କାର୍ ଉପରେ ଚଢ଼ିଗଲା କାର୍। ଏଭଳି କିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଭୁବନେଶ୍ବରର ପଳାଶୁଣୀ ଛକରେ। ଏଥିରେ ଜଣେ ଚାଳକ ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Accident

Accident Photograph: (OTV)

Advertisment

ହାଇ ସ୍ପିଡ୍ ହେଲା କାଳ। କାର୍ ଉପରେ ଚଢ଼ିଗଲା କାର୍। ଏଭଳି କିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଭୁବନେଶ୍ବରର ପଳାଶୁଣୀ ଛକରେ। ଏଥିରେ ଜଣେ ଚାଳକ ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

Advertisment

କଟକରୁ ଆସୁଥିବା ଦ୍ରୁତଗାମୀ କାର୍ ଅନ୍ୟ ଏକ କାର୍ ଉପରେ ଚଢ଼ି ଯାଇଥିଲା। ଫଳରେ ପାଖାପାଖି ୫ ଘଣ୍ଟା ଧରି ରାସ୍ତାରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା। ଗାଡ଼ି ମଟର ଚଳାଚଳ ବ୍ୟାଘତ ହୋଇଥିଲା। ଖବର ପାଇ ମଞ୍ଚେଶ୍ଵର ଥାନା ପୋଲିସ ପହଞ୍ଚି ଭିଡ଼ ନିୟନ୍ତ୍ରଣ କରିବା ସହ କ୍ରେନ୍ ସାହାଯ୍ୟରେ ୨ଟି କାର୍ ରାସ୍ତାରୁ ହଟାଇବା ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଛି।

ଭୁବନେଶ୍ୱରରେ କାର୍ ଉପରେ ଚଢ଼ିଗଲା ଆଉ ଏକ କାର୍
ପଳାଶୁଣୀ ଛକରେ ଦୁର୍ଘଟଣାରେ କାର ଡ୍ରାଇଭର ଆହତ
କଟକରୁ ଆସୁଥିବା ଦ୍ରୁତଗାମୀ କାର୍ ଅନ୍ୟ ଏକ କାର୍  ଉପରେ ଚଢ଼ିଗଲା
୨ଟି କାର ରାସ୍ତାରୁ ହଟିବା ପରେ ଗାଡ଼ି ଚଳାଚଳ ସ୍ବାଭାବିକ 

Advertisment

Road Accident Accident Road Accident Bhubaneswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ