Advertisment

Fire Breaks Out in Train: ଚଳନ୍ତା ଟ୍ରେନରେ ଲାଗିଲା ନିଆଁ, ରାୟପୁରରୁ ବିଶାଖାପାଟଣା ଯାଉଥିଲା

ରାୟପୁରରୁ ବିଶାଖାପାଟଣା ଯାଉଥିବା କୋଇଲା ବୋଝେଇ ଟ୍ରେନରେ ଲାଗିଯାଇଥିଲା ନିଆଁ l ହରିଶଙ୍କର ରୋଡ଼ ଷ୍ଟେସନରେ ନିଆଁ ଲାଗିଥିବା ଜଣାପଡ଼ିଥିଲା l ଫଳରେ ତୁରେକେଲା ରେଲୱେ ଷ୍ଟେସନକୁ ଖବର ଦିଆଯାଇଥିଲା l

TRAIN ON FIRE

TRAIN ON FIRE Photograph: (OTV)

Advertisment

କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗିଥିବା ବେଳେ ଆୟତ କଲା ଅଗ୍ନିଶମ ବିଭାଗ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ତୁରେକେଲା ରେଲୱେ ଷ୍ଟେସନରେ l

Advertisment

ସୂଚନା ଅନୁଯାୟୀ, ରାୟପୁରରୁ ବିଶାଖାପାଟଣା ଯାଉଥିବା କୋଇଲା ବୋଝେଇ ଟ୍ରେନରେ ଲାଗିଯାଇଥିଲା ନିଆଁ l ହରିଶଙ୍କର ରୋଡ଼ ଷ୍ଟେସନରେ ନିଆଁ ଲାଗିଥିବା ଜଣାପଡ଼ିଥିଲା l ଫଳରେ ତୁରେକେଲା ରେଲୱେ ଷ୍ଟେସନକୁ ଖବର ଦିଆଯାଇଥିଲା l

ତୁରେକେଲା ରେଲୱେ ଷ୍ଟେସନରେ ଗାଡିଟି ଅଟକାଯାଇଥିଲା । କଣ୍ଟାବାଞ୍ଜି ଅଗ୍ନିଶମ ବିଭାଗ କର୍ମଚାରୀ ପହଂଚି ନିଆଁକୁ ଆୟତ୍ତ କରିଛନ୍ତି । ଟ୍ରେନରେ ଗୋଟିଏ ୱାଗନରେ ନିଆଁ ଲାଗିବା ପରେ ଲିଭାଇ ଦିଆଯାଇଥିବା ସୂଚନା ରହିଛି।

Advertisment

Railway Fire Balangir Train Fire
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ