Advertisment

Cuttack Bike Explosion: ବାଇକରେ ବାଣ ବିସ୍ଫୋରଣ LIVE , ଜଳି ପୋଡ଼ି ପାଉଁଶ ହେଇଗଲା

କ୍ୟାମେରାରେ କଏଦ ବିସ୍ଫୋରଣର ଛାତି ଥରା ଦୃଶ୍ୟ। କଟକ ଚାଉଳିଆଗଞ୍ଜ ଥାନା ଅପର୍ଣ୍ଣାନଗରରେ ଗତକାଲି ବାଇକରେ ବାଣ ନେଇ ଯାଉଥିବା ବେଳେ ବିସ୍ଫୋରଣ ଘଟିଥିଲା। ଏହି ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

BIKE-BLAST-CTC

BIKE-BLAST-CTC Photograph: (OTV)

Advertisment

କ୍ୟାମେରାରେ କଏଦ ବିସ୍ଫୋରଣର ଛାତି ଥରା ଦୃଶ୍ୟ। କଟକ ଚାଉଳିଆଗଞ୍ଜ ଥାନା ଅପର୍ଣ୍ଣାନଗରରେ ଗତକାଲି ବାଇକରେ ବାଣ ନେଇ ଯାଉଥିବା ବେଳେ ବିସ୍ଫୋରଣ ଘଟିଥିଲା। ଏହି ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଭଲ ଭାବେ ଦେଖନ୍ତୁ କେତେ ଭୟାବହ ଥିଲା ସେ ସମୟର ଦୃଶ୍ୟ। 

Advertisment


ବାଇକ୍ ରେ ଦୁଇ ଜଣ ବ୍ୟକ୍ତି ଯାଉଥିବା ବେଳେ ଘଟିଥିଲା ବିସ୍ଫୋରଣ। ମିଳିଥିବା ସୂଚନା ମୁତାବକ, ବାଇକରେ ବାଣ ନେଇ ଯାଉଥିବାବେଳେ ବିସ୍ଫୋରଣ ଘଟି ୨ ଗୁରୁତର ହୋଇଛନ୍ତି।  ସେମାନଙ୍କୁ SCB ମେଡିକାଲରେ ଭର୍ତ୍ତି କରଯାଇଛି। ବିସ୍ପୋରଣ ଏତେ ଭୟଙ୍କର ଥିଲା କି ବାଇକ୍ ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି। 

ବାଇକରେ ବାଣ ବିସ୍ଫୋରଣ LIVE 
କଟକ ଚାଉଳିଆଗଞ୍ଜ ଥାନା ଅପର୍ଣ୍ଣାନଗରରେ ଅଘଟଣ
ବାଇକରେ ବାଣ ନେବେ ବେଳେ ଫୁଟିଥିଲା 
ବିସ୍ଫୋରଣରେ ୨ ଜଣ ଗୁରୁତର
ଜଳି ପୋଡ଼ି ପାଉଁଶ ହେଇଗଲା ବାଇକ୍

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ