CAR FIRE Photograph: (OTV)
ଦୁର୍ଘଟଣା ପରେ ଜଳିଗଲା କାର। ନୂଆପଡ଼ା ଜିଲ୍ଲା ପାୱାରତାଲା ଗାଁ ନିକଟରେ ଘଟିଛି ଏ ଦୁର୍ଘଟଣା। କାରଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ଜଳିଯାଇଥିଲା।ଉକ୍ତ କାରଟି ଛତିଶଗଡ଼ର ବୋଲି ଜଣାପଡିଛି।
ଛତିଶଗଡରୁ କାରଟି ନୂଆପଡ଼ା ଅଂଚଳକୁ ଆସିଥିଲା। ପାୱାରତାଲା ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା l ଗାଡ଼ିରେ ଥିବା ୨ ଜଣ ଆହତ ହୋଇଛନ୍ତି l ଆହତଙ୍କୁ ଉଦ୍ଧାର କରି ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି l
ଦୁର୍ଘଟଣା ପରେ ଜଳିଗଲା କାର
ନୂଆପଡ଼ା ପାଓ୍ୱାରତାଲା ଗାଁ ନିକଟରେ ଦୁର୍ଘଟଣା
କାର ଦୁର୍ଘଟଣାଗ୍ରସ୍ତ ପରେ ଜଳିଯାଇଥିଲା
୨ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି
ଜଳି ଯାଇଥିବା କାର ଛତିଶଗଡ଼ର ସୂଚନା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/27/car-fire-2026-01-27-14-46-16.jpg)