Advertisment

Bus Overturns: ଓଲଟିଲା ଯାତ୍ରୀବାହୀ ବସ୍ , ୫୦ରୁ ଅଧିକ ଯାତ୍ରୀ ରହିଥିବା ସୂଚନା

କନ୍ଧମାଳ ସୀମା କଳିଙ୍ଗା ଘାଟିରେ ଓଲଟିଲା ଘରୋଇ ଯାତ୍ରୀବାହୀ ବସ୍।15ରୁ ଅଧିକ ଯାତ୍ରୀ ଗୁରୁତର। ଜଣେ ମୃତ। ଗୁରୁତରଙ୍କୁ ଉଦ୍ଧାର କରି ଭଞ୍ଜନଗର ଓ ଉଦୟଗିରି ମେଡିକାଲରେ ଭର୍ତି କରିଛି ଅଗ୍ନିଶମ ବାହିନୀ।

BUS ACCIDENT

BUS ACCIDENT Photograph: (OTV)

Advertisment

କନ୍ଧମାଳ ସୀମା କଳିଙ୍ଗା ଘାଟିରେ ଓଲଟିଲା ଘରୋଇ ଯାତ୍ରୀବାହୀ ବସ୍।15ରୁ ଅଧିକ ଯାତ୍ରୀ ଗୁରୁତର। ଜଣେ ମୃତ। ଗୁରୁତରଙ୍କୁ ଉଦ୍ଧାର କରି ଭଞ୍ଜନଗର ଓ ଉଦୟଗିରି ମେଡିକାଲରେ ଭର୍ତି କରିଛି ଅଗ୍ନିଶମ ବାହିନୀ। ବସ୍ ଟି ବରଗଡ଼ ରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ବେଳେ ଘଟିଛି ଦୁର୍ଘଟଣା।

Advertisment

କଳିଙ୍ଗା ଘାଟିରେ ଓଲଟିଲା ବସ୍
କନ୍ଧମାଳ ସୀମା କଳିଙ୍ଗା ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍
୧୫ରୁ ଅଧିକ ଯାତ୍ରୀ ଗୁରୁତର ସୂଚନା 
ଗୁରୁତରଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ
ବସ୍ ଟି ବରଗଡ଼ରୁ ବ୍ରହ୍ମପୁର ଆସୁଥିବା ବେଳେ ଘଟିଛି ଦୁର୍ଘଟଣା
ବସରେ ୫୦ରୁ ଅଧିକ ଯାତ୍ରୀ ରହିଥିବା ସୂଚନା ମିଳିଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ