Advertisment

Very Heavy Rain Expected : ଆଜି ପ୍ରବଳ ବର୍ଷିବ, ଜାରି ହୋଇଛି ଆଲର୍ଟ

ଲଘୁଚାପ ପ୍ରଭାବରେ ଆରମ୍ଭ ହୋଇଗଲାଣି ବର୍ଷା । ଉପକୂଳରୁ ଦକ୍ଷିଣ ଭିଜୁଛି ଓଡ଼ିଶା। କୋରାପୁଟ ଓ ମାଲକାନଗିରିରେ ଆଜି ଅତିପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ବାକି ସାରା ରାଜ୍ୟକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ